ଦେଶଜ - କ୍ରି. (ସଂସ୍କୃତ - ଦଣ୍ଡିତ)
ସମ୍ପାଦନା
- ୧. କୌଣସି ବ୍ୟକ୍ତିଠାରୁ ଅନ୍ୟାୟପୂର୍ବକ ଜବରଦସ୍ତି ଟଙ୍କା ଆଦାୟ କରି ନେବା —୧. To extort money from a person.
ରାଜାମାନେ ତଣ୍ଡି ନେବେ ପରଜାର ଧନ ଶ୍ରୀ ଗୁରୁଭକ୍ତି. ଗୀତା
- ୨. ଅନ୍ୟାୟ ଅର୍ଥଦଣ୍ଡ ଆଦାୟ କରିବା — ୨. To extorce an unjustifiable fine.