ତଣ୍ଡିନେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଦଣ୍ଡିତ) ସମ୍ପାଦନା

୧. କୌଣସି ବ୍ୟକ୍ତିଠାରୁ ଅନ୍ୟାୟପୂର୍ବକ ଜବରଦସ୍ତି ଟଙ୍କା ଆଦାୟ କରି ନେବା —୧. To extort money from a person.

ରାଜାମାନେ ତଣ୍ଡି ନେବେ ପରଜାର ଧନ ଶ୍ରୀ ଗୁରୁଭକ୍ତି. ଗୀତା

୨. ଅନ୍ୟାୟ ଅର୍ଥଦଣ୍ଡ ଆଦାୟ କରିବା — ୨. To extorce an unjustifiable fine.