ତଣ୍ଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନାମ) ସମ୍ପାଦନା

ଋଷିବିଶେଷ; ଏହାଙ୍କ ପୁତ୍ର ବେଦର ସୂତ୍ରକାର — Name of a sage.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ବଡ଼ ବେଣା ଘାସ; ଖରୀ; କାଶ —A kind of reed grass; the percupine grass; Saccharum Spontaneum.

[ଦ୍ରଷ୍ଟବ୍ୟ —ଏହାର ଫୁଲ କେଣ୍ଡା କେଣ୍ଡା ଓ ଧଳା ଚାମର ପରି ଏ ଘାସ ଘରଛୁଆଣିରେ ଲାଗେ ଓ ନଈବାଲିରେ ଓ ପଟୁରେ ହୁଏ ଏହା ଉଚ୍ଚରେ ୫ ହାତ ପର୍ଯ୍ୟନ୍ତ ବଢ଼େ ଏହାର ପତ୍ର ସରୁ ଦାଢୁଆ ଓ ଲୋମଶ ଏବଂ ପତ୍ରରେ ଅଗଆଡ଼ୁ ହାତ ଚଳାଇଲେ ଦାଢ଼ୁର କ୍ଷୁଦ୍ର କ୍ଷୁଦ୍ର କଣ୍ଟକ ପରି ଲୋମଦ୍ୱାରା ହାତ କାଟି ହୋଇଯାଏ ଏହାର ଅଗ୍ରଭାଗ ମୁନିଆ ଏ କଅଁଳ ଘାସକୁ ଗୋରୁ ଖାଆନ୍ତି ମାତ୍ର ଏ ଗଛ ବଢ଼ିଗଲେ ଦାଢ଼ର କଣ୍ଟା ଯୋଗୁଁ ଗୋରୁମାନେ ଖାଇ ପାରନ୍ତି ନାହିଁ]