ତଣ୍ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଡ଼=କୂଳ) ସମ୍ପାଦନା

ସମୁଦ୍ରର ପନ୍ତାର; ସମୁଦ୍ର ଉପକୂଳ ଭୂମି —The foreshore of the sea.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ଜୃଣ, ଯହିଁରେ ରକ୍ଷା— ପଞ୍ଚମୀ ଦିନ ଲୁଣ୍ଡା ତିଆରି କରାଯାଇ ଚାଳରେ ଟଙ୍ଗାଯାଏ; ତଣ୍ଡୀ —A kind of reed grass.