ତଣ୍ଡକାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ବେଦସୂତ୍ରକର ଜନୈକ ଋଷିଙ୍କ ପିତାଙ୍କ ନାମ — ୧. Name of a sage; the name of the father of a commentator of the Vedas.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଯେଉଁ ଲୋକ ଅର୍ଥଦଣ୍ଡ ନିଏ — ୧. Receiver of fine.
୨. ଯେଉଁ ଲୋକ ଅର୍ଥଦଣ୍ଡ ଆଦାୟ କରେ — ୨. One who realises fine.
୩. ପୁରୀ ଜିଲାରେ ଓଡ଼ିଶା ରାଜାଙ୍କ ପକ୍ଷରୁ ଯେଉଁ ପିଆଦା— ମାନେ ଗ୍ରାମ ଗ୍ରାମ ବୁଲି ପ୍ରଜାଙ୍କୁ ଖଜଣା ତଲବ କରୁଥିଲେ —୩. Peons who used to demand
rent from royats (under the Puri Raja) by going from village to village.

୪. ଯେ ତଣ୍ଡି କରି ଟଙ୍କା ନିଏ; ଯେ ଜବରଦସ୍ତି ଟଙ୍କା ଆଦାୟ କରେ —୪. One who extorts money; one who commits extortion; extortioner.