ତଣ୍ଡ
ତଣ୍ଡ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡରୁ କିମ୍ୱା ତଣ୍ଡ ଧାତୁ ଆଘାତ କରିବା, ବଧ କରିବା)
ସମ୍ପାଦନା- ୧. ଅର୍ଥଦଣ୍ଡ; ଜୋରିମାନା — ୧. Penalty of fine; fine.
- ୨. ଇଚ୍ଛା ବିରୋଧରେ ଦେବା ଅର୍ଥଦଣ୍ଡ —୨. Involuntary payments of illigal assessment.
- ୩. ବାଧ୍ୟ ହୋଇ କରାଯିବା ବୃଥା ଅର୍ଥବ୍ୟୟ — ୩. Excessive or involuntary expense which a man is obliged to pay.
- ୪. ଅନ୍ୟାୟ ଅର୍ଥଦଣ୍ଡ —୪. Unjustifiable fine.
- ୫. ବିନା ଦୋଷରେ ଅର୍ଥଦଣ୍ଡ —୫. Unjustifiable fine.
- ୬. ଜବରଦସ୍ତି ଅର୍ଥ ଦେବା —୬. Payment through exterlion; payment brought about by force.
- ୭. ଲୋକସାନ୍; କ୍ଷତି —୭. Loss.
[ଦ୍ରଷ୍ଟବ୍ୟ —ବିନା ଦୋଷରେ ଓ ବାଧ୍ୟ ହୋଇ ଲୋକ ଯେଉଁ ଅର୍ଥଦଣ୍ଡ ଦିଏ ବା ବ୍ୟୟ କରେ, ତାକୁ ତଣ୍ଡ ବୋଲାଯାଏ]