ତଣ୍ଟି ଧରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଗଳା ଦରଜ ହୋଇ ଫୁଲିବା — ୧. Inflamation of the throat.
୨. ଗଳା ସ୍ୱର ବିକୃତ ହେବା ବା ବସିଯିବା — ୨. Hoarseness of the voice.

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ବ୍ୟକ୍ତିକୁ ଅକଳରେ ପକାଇବା ବା ଜୋର କରି ଧରିବା ବା ଜିଗର କରି ଧରିବା — ୧. To hold a man by the neck; to hold a man tight (actually and figuratively).
୨. (କୌଣସି ଖାଦ୍ୟପଦାର୍ଥ) ତୋଟିରେ ଅଟକିବା — ୨. To stick in the throat.