ତଣ୍ଟି ଝୁଣିବା
ତଣ୍ଟି ଝୁଣିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାତଣ୍ଟି ଝୁଣିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା(ଲକ୍ଷଣାର୍ଥ) ତୋଟିକୁ ଜୋର କରି ଧରିବା (ରୂପକାର୍ଥ); କୌଣସି ବ୍ୟକ୍ତିକୁ ଜିଗର କରି ବ୍ୟସ୍ତ କରିବା — (figurative) To trouble a person with importunities.
(ଯଥ—ମୁଁ ଖାତକ ପାଇଁ ଜାମିନ ହୋଇଥିଲି ବୋଲି ମହାଜନ ସବୁବେଳେ ଆସି ମୋ ତଣ୍ଟି ଝୁଣୁଛି)