ତଣ୍ଟି ଝୁଣିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

(ଲକ୍ଷଣାର୍ଥ) ତୋଟିକୁ ଜୋର କରି ଧରିବା (ରୂପକାର୍ଥ); କୌଣସି ବ୍ୟକ୍ତିକୁ ଜିଗର କରି ବ୍ୟସ୍ତ କରିବା — (figurative) To trouble a person with importunities.

(ଯଥ—ମୁଁ ଖାତକ ପାଇଁ ଜାମିନ ହୋଇଥିଲି ବୋଲି ମହାଜନ ସବୁବେଳେ ଆସି ମୋ ତଣ୍ଟି ଝୁଣୁଛି)