ତଣ୍ଟି ଚିପିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଗଳା ଟିପିବା — ୧. To press the throat of a person.

[ଦ୍ରଷ୍ଟବ୍ୟ —ଗଳା ଟିପିଲେ ଶ୍ୱାସନାଳା ରୁଦ୍ଧ ହେବାରୁ ନିଶ୍ୱାସ ବନ୍ଦ ହୁଏ ଓ ପ୍ରାଣୀ ମରିଯାଏ]

୨. ଗଳା ଟିପି ମାରିପକାଇବା — ୨. To strangle to death.
୩. (ଲୋକକୁ) କଷ୍ଟ ଦେବା; ଅତ୍ୟାଚାର କରିବା — ୩. To oppress.
୫. ଠକେଇ ବା ଅତ୍ୟାଚାରଦ୍ୱାରା ଧନ ଉପାର୍ଜନ କରିବା — ୫. To earn property by cheating or evil means or by harrassment.

(ଯଥା— ଯେ ସର୍ବଦା ପ୍ରଜାଙ୍କର ତଣ୍ଟି ଚିପି କୋଟୀଶ୍ୱର ସାଜେ, ସେ କି ଭଲ ରାଜା?)