ତଣ୍ଟି ଘାଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଗଳବ୍ରଣ — ୧. A boil on or in the throat.
୨. ଗୋରୁମାନଙ୍କର କଣ୍ଠନଳୀର ଘାଆ ଓ ଫୁଲା; ଗୋରୁ— ମାନଙ୍କର ଏକପ୍ରକାର ରୋଗ —୨. A cattle disease accompaied by swelling of the throat.

ଅନୁବାଦ ସମ୍ପାଦନା

(ଲକ୍ଷଣାର୍ଥ) ସମ୍ପାଦନା

୩. (ଲକ୍ଷଣାର୍ଥ) ଗଳଗ୍ରହ — ୩. A burden on one's shoulder.

(ଯଥା—ସେ ମୋର ତଣ୍ଟି—ଘା ହୋଇ ରହିଛି)