ତଣ୍ଟିରେ ଠିଆ ହେବା

ତଣ୍ଟିରେ ଠିଆ ହେବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ଅନ୍ୟ ବ୍ୟକ୍ତିର ଗଳା ଉପରେ ଠିଆ ହୋଇ ଗୋଡ଼ଦ୍ୱାରା ତାହାର କଣ୍ଠନଳୀକୁ ଚିପି ତାକୁ ମାରି ପକାଇବା — ୧. To kill a person by treading on his throat.

[[]] ୨ (ଲକ୍ଷଣାର୍ଥ) ତଣ୍ଟିରେ ଖୁର ଦେବା ]] ୨, ୩: (ଦେଖ) - — ୨. Taṇṭire khura debā ୨ & ୩ (See)