ତଣ୍ଟିଚିପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ନିଶ୍ୱାସ ବନ୍ଦ କରି ମାରି ପକାଇବା ନିମନ୍ତେ ଗଳା ଟିପିବା —୧. Choking up the throat in order to kill (a person) strangling.
୨. (କୌଣସି ଲୋକର) ଗଳାକୁ ଚିପି ନିଶ୍ୱାସ ବନ୍ଦ କରିବାଦ୍ୱାରା ଦିଆଯିବା ଦଣ୍ଡ ବା କଷ୍ଟ ବା ଆଘାତ — ୨. An assault caused by choking up the throat (of a person).
୩. ଠକେଇ —Cheating; fraud.
୪. ଠକେଇ ବା ଅସଦ୍ ଉପାୟରେ ଧନ ଅର୍ଜନ — ୪. Earning property by cheating or evil means.

(ଯଥା—ମୋତେ ସିମିତ ତଣ୍ଟିଚିପା ବୃତ୍ତି ଆସେ ନାହିଁ)

ଦେଶଜ - ବିଶେଷଣ - ସମ୍ପାଦନା

୧. ପରକୁ ଗଳା ଚିପି ମାରିପକାଇ ତା ଠାରୁ ପାଇବା ଅପହୃତ (ଧନ) —୧. (property) Taken from a person after strangling him.
୨. ଠକେଇ ବା ଅସଦ୍ ଉପାୟରେ ଲବ୍ଧ (ଧନ) — ୨. (property) Earned by cheating or evil means.
୩. ଯେ ପରର ଗଳା ଚିପି ମାରେ — ୩. A strangler; one who commits murder by strangling.