ତଣ୍ଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବେକର ଆଗ ପାଖରେ ଅର୍ଦ୍ଧଚନ୍ଦ୍ରାକୃତି ହସ୍ତଦ୍ୱାରା ମରାଯିବା ଧକ୍କା; ତୋଟିଆ; ଗଳିଆ — A push with palm on the throat.

ବିବେକ ପଛରୁ ଲଗାଏ ତଣ୍ଟିଆ ରାଧାନାଥ—ନିବେଦନ

[ଦେର—ବେକ ପଛରୁ ଧକାକୁ ହାବୁକା ଓ ଆଗର ଧକ୍କାକୁ ତଣ୍ଟିଆ ଓ ଗଳଥା କୁହାଯାଏ କିନ୍ତୁ ସାଧାରଣତଃ ଲୋକେ ତଣ୍ଟିଆକୁ ହାବୁକା ଅର୍ଥରେ ମଧ୍ୟ ବ୍ୟବହାର କରନ୍ତି]