ତଣ୍ଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଙ୍କଟ; ସଂସ୍କୃତ - ଦାନ୍ତି=ଦମନ) ସମ୍ପାଦନା

୧. ଗୋଳମାଳ; ଅଡ଼ୁଆ; ପ୍ରପଞ୍ଚ — ୧. Complication; confusion.
୨. ସଙ୍କଟ; ଆପଦ —୨. Danger; trouble; risk.
୩. ଅକଳ —୩. Fix; awkward position.
୪. ଉଭୟସଙ୍କଟ —୪. Dilemma.


ଅନୁବାଦ ସମ୍ପାଦନା

୫. ଦାୟିତ୍ୱ —୫. Responsibility.
୬. ତେଣ୍ଟା — ୬. Harpoon.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଟୋଟା; କାର୍ତ୍ତୁଜ — Cartridge.