ତଢ଼ଉ
ତଢ଼ଉ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଦେବତା ବା ରାଜାଙ୍କ ଭଣ୍ଡାରଘରର ତତ୍ତ୍ୱ ନେବା ଓ ହିସାବ ରଖିବା କରଣ ବା କାର୍ଯ୍ୟ ୧. Accountant and store-keeper of a temple or a Rj̄jā.
- ୨. ପାଦର ଅଳଙ୍କାରବିଶେଷ — ୨. A kind of ornament put on the foot.
ତଢ଼ଉ(ଇତ୍ୟାଦି) —
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
ତଡ଼ଉ ଇତ୍ୟାଦି (ଦେଖ) - Taṟḍ̠au etc. (See)