ତଡ଼୍ ତଡ଼୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ତଡ଼ ବଡ଼୍—ଅନ୍ୟରୂପ)

ଦେଶଜ - ବିଶେଷଣ - ଓ କ୍ରି. ବିଣ—(ସଂସ୍କୃତ - ସତ୍ୱର; ଝଟିତି) ସମ୍ପାଦନା

୧. ତରତର; ଅତି ସତ୍ୱର; ଅତି ଉଦ୍ୱେଗାନ୍ୱିତ ହୋଇ —୧. All in a hurry; in a bustle; in haste.
୨. କାର୍ଯ୍ୟରେ ଅତ୍ୟନ୍ତ ବ୍ୟସ୍ତ — ୨. Vary busy.