ତଡ଼ି ଦେବା
ତଡ଼ି ଦେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାତଡ଼ି ଦେବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଦୁର କରିଦେବା; ବାହାର କରିଦେବା — ୧. To drive away; to expel.
- ୨. ହୁରୁଡ଼ାଇବା; ଘଉଡ଼ାଇବା — ୨. To scare away.
- ୩. ଠେଲିଦେବା; (କୌଣସି ଦିଗକୁ) ପେଲିଦେବା; ଠେସି ଦେବା —୩. To push from behind; to push down; to push off.
- ୪. (ପଶୁଆଦିଙ୍କୁ) ଚଳାଇବା; ଅଡ଼ାଇବା — ୪. To drive.