ତଡ଼ି ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦୁର କରିଦେବା; ବାହାର କରିଦେବା — ୧. To drive away; to expel.
୨. ହୁରୁଡ଼ାଇବା; ଘଉଡ଼ାଇବା — ୨. To scare away.
୩. ଠେଲିଦେବା; (କୌଣସି ଦିଗକୁ) ପେଲିଦେବା; ଠେସି ଦେବା —୩. To push from behind; to push down; to push off.
୪. (ପଶୁଆଦିଙ୍କୁ) ଚଳାଇବା; ଅଡ଼ାଇବା — ୪. To drive.