ତଡ଼ିନ୍ମୟ

ଉଚ୍ଚାରଣ

ସମ୍ପାଦନା
(ତ଼ଡ଼ିନ୍ମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତଡ଼ିତ୍+ସ୍ୱରୁପାର୍ଥେ. ମୟ)

ସମ୍ପାଦନା

ତଡ଼ିତ୍ ସ୍ୱରୁପ ଆଭିଯୁକ୍ତ —Flashing like lightning; having lightning flashes.