ତଡ଼ିଦ୍ଗେଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତଡ଼ିଦେଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -(ତଡ଼ିତ୍+ବେଗ; ଷଷ୍ଠୀ ତତ୍) ସମ୍ପାଦନା

୧. ତଡ଼ିତର ବେଗ — ୧. The speed of lightening.
୨. (ରୂପକ, କର୍ମଧା) ତଡ଼ିତର ବେଗ ପରି ବେଗ ବା ଗତି; ଶ୍ରୀଘ୍ରଗତି — ୨. Speed like that of the lightning; quick speed; lightning speed.

ସଂସ୍କୃତ - ବିଶେଷଣ - କ୍ଲୀ. ଫୁ (ବହୁବ୍ରୀହି) ସମ୍ପାଦନା

ତଡ଼ିତର ଗତି ପରି ବେଗବାନ୍ —Quick in step or speed like the lightning.