ତଡ଼ିଦ୍ଗର୍ଭ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତଡ଼ିଦ୍ଗର୍ଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ତଡ଼ିତ୍+ଗର୍ଭ, ବହୁବ୍ରୀହି; ସନ୍ଧିଦ୍ୱାରା ତ +ଗ =ଦ୍ଗ ସମ୍ପାଦନା

୧. ଯାହା ଗର୍ଭରେ ବିଦ୍ୟୁତୁ ଅଛି — ୧. Charged with lightening or electricity.
୨. ବିଦ୍ୟୁତ୍ୱିଶିଷ୍ଟ —୨. Electric.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ମେଘ —Cloud.