ତଡ଼ିଦ୍ଗର୍ଭ

ଉଚ୍ଚାରଣ

ସମ୍ପାଦନା
(ତଡ଼ିଦ୍ଗର୍ଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ତଡ଼ିତ୍+ଗର୍ଭ, ବହୁବ୍ରୀହି; ସନ୍ଧିଦ୍ୱାରା ତ +ଗ =ଦ୍ଗ

ସମ୍ପାଦନା
୧. ଯାହା ଗର୍ଭରେ ବିଦ୍ୟୁତୁ ଅଛି — ୧. Charged with lightening or electricity.
୨. ବିଦ୍ୟୁତ୍ୱିଶିଷ୍ଟ —୨. Electric.

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ମେଘ —Cloud.