ତଡ଼ିତ୍ୱାନ୍
ତଡ଼ିତ୍ୱାନ୍
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ଫୁ (ତଡ଼ିତ୍+ଅଛି ଅର୍ଥରେ. ବତ୍)
ସମ୍ପାଦନା- ୧. ମେଘ — ୧. Clouds.
- ୨. ଘଡ଼ଘଡ଼ଯୁକ୍ତ ମେଘ — ୨. The thunder clouds.
- ୩. ମସ୍ତକ —୩. Head.
(ତ଼ଡ଼ିତ୍ୱତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ
ସମ୍ପାଦନା- ୧. ତଡ଼ିତ୍ଗର୍ଭ (ଦେଖ) - ୧. Taṟḍ̠it garbha (See)