ତଡ଼ିତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତଡ଼୍ ଧାତୁ=ଆଘାତ କରିବା+କର୍ତ୍ତୃ. ଇତ୍) ସମ୍ପାଦନା

୧. କ୍ଷଣପ୍ରଭା; ବିଦ୍ୟୁତ୍; ବିଜୁଳି — ୧. Lightning.
୨. ବିଦ୍ୟୁତ୍ ଶକ୍ତି —୨. Electricity.

[ଦ୍ରଷ୍ଟବ୍ୟ —ପଦାର୍ଥବିଶେଷର ଆଘାତ ବା ଘର୍ଷଣଦ୍ୱାରା ଯେଉଁ ଆକର୍ଷଣୀ (positive) ଓ ବିଯୋଜନୀ (negative) ଶକ୍ତି (power) ଉଦ୍ଭୁଦ ହୁଏ, ତାକୁ ତଡ଼ିତ୍ ବା ତାଡ଼ିତ୍ ଶକ୍ତି (electricity) ବୋଲାଯାଏ ଏହା ଉତ୍ତାପ ଓ ଆଲୋକ ପରି ଶକ୍ତିବିଶେଷ ପ୍ରଥମ ଏହା ମେଘରୁ ଉତ୍ପନ ହେବାର ଜଣା ଥିଲା ଆଧୁନିକ ବିଜ୍ଞାନ କୌଶଳରେ ଏହି ଶକ୍ତିକୁ ଉତ୍ପାଦିତ କରି ଏହାକୁ ନିୟୋଜିତ ଓ ନିଯନ୍ତ୍ରିତ କରି ନାନାବିଧି ଅସାଧ୍ୟ ଓ ଅଦ୍ଭୁତ ପ୍ରକ୍ରିୟା (ଯଥା—ଦୂର ଦେଶକୁ ବାର୍ତ୍ତାର ଆଦାନପ୍ରଦାନ, ଯାନାଦି ଚାଳନ, ଆଲୋକଦାନ; ଚିକିତ୍ସା, ମୋହନ, ସ୍ତମ୍ଭନ, ଗିଲଟି କରିବା . ମନୁଷ୍ୟ ଆଦି ଜୀବଙ୍କୁ ପ୍ରାଣରେ ମାରିବା ଯନ୍ତ୍ର ଆଦି) ଦିନୀକୁଦିନ ସାଧିତ ହେଉଅଛି ଏହି ଶକ୍ତି ସଙ୍ଗେ ଚୁମ୍ୱକ— ଶକ୍ତି (magnetism)ର ସମ୍ୱନ୍ଧ ଥିବାର ମଧ୍ୟ ଦେଖା ଯାଇ— ଅଛି କୃତ୍ରିମ ତଡ଼ିତ୍ ଶକ୍ତି କେତେକ ଧାତୁ ଓ ଦ୍ରାବକର ସଂଶ୍ଲେଷଣ ଓ କେତେକ ପଦାର୍ଥର ଘର୍ଷଣଦ୍ୱାରା ଉତ୍ପାଦିତ ହୁଏ]