ତଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ତଡ଼୍ ଧାତୁ=ଆଘାତ କରିବା+ ଭାବ. ଇ) ସମ୍ପାଦନା

୧. ଆଘାତ —୧. Stroke.
୨. ପ୍ରହାର —୨. Beating.

===ବିଶେଷଣ - (+ କର୍ତ୍ତୃ. ଇ)

ଆଘାତକାରୀ —Striking.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଟ) ସମ୍ପାଦନା

ତୀର; କୂଳ — Shore; strand.