ତଡ଼ା ପଡ଼ିବା
=== ଦେଶଜ - କ୍ରିୟାପଦ - (କାନ ଶବ୍ଦ ପରେ ବ୍ୟବହୃତ)
ଅତଡ଼ା ପଡ଼ିବା; ତାବଦା ହେବା; ସ୍ତବ୍ଧ ହେବା —(The ears) To be stunned.
(ଯଥା—ମୃଦଙ୍ଗମାଡ଼ ଶୁଣି ମୋ କାନ ତଡ଼ା ପଡ଼ିଲା)