ତଡ଼ାବଡ଼ି
ତଡ଼ାବଡ଼ି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ତଡ଼ବଡ଼ିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ୱରା)
ସମ୍ପାଦନା- ୧. ଚାଞ୍ଚଲ୍ୟ; ତରତର — ୧. Haste; bustle.
- ୨. କାର୍ଯ୍ୟରେ ଅନବରସ — ୨. Want of leisure.
- ୩. ଧୂମ୍ଧାମ୍; ଗୋଳମାଳ — ୩. Ado; confusion.
ଦେଶଜ - ବିଶେଷଣ -
ସମ୍ପାଦନାତ୍ୱରାଯୁକ୍ତ; ଚଞ୍ଚଳିଆ; ଅତର୍ଛିଆ — Speedy; hasty.
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନା- ୧. ଶ୍ରୀଘ୍ର —୧. Quickly.
- ୨. ହରିତ —୨. In haste; in a hurry.
ତଡ଼ାବଡ଼ି
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ - ବିଶେଷଣ - କ୍ରି.ବିଶେଷଣ -
ସମ୍ପାଦନାତଡ଼ବଡ଼ି (ଦେଖ) - Taṟḍ̠abaṟḍ̠i (See)