ତଡ଼ାତଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିବିଶେଷଣ - (ସଂସ୍କୃତ - ଝଟିତି; ସତ୍ୱର) ସମ୍ପାଦନା

ଅତିସତ୍ୱର ୧. Hastily.

୨. ଅତିଶ୍ରୀଘ୍ର; ତତ୍କ୍ଷଣାତ୍ —୨. Immediately.
୩. (ଧ୍ୱନ୍ୟନୁକରଣ) ତାସା ବଜାଇବାର ଶବ୍ଦ — ୩. The sound of striking a shallow kettle-drum with sticks.
୪. (ଧ୍ୱନ୍ୟନୁକରଣ) ଖୁବ୍ ଗୁଡ଼ାଏ ବର୍ଷିବାର ଶବ୍ଦ — ୪. The sound of a heavy downpour.