ମୁଖ୍ୟ ସୂଚୀ ଦେଖିବେ

ଉଇକିଅଭିଧାନ β

ତଡ଼ାଉ

ଓଡ଼ିଆସମ୍ପାଦନ କରନ୍ତୁ

ଉଚ୍ଚାରଣସମ୍ପାଦନ କରନ୍ତୁ


ଦେଶଜ - ବିଶେଷ୍ୟ -ସମ୍ପାଦନ କରନ୍ତୁ

[[]] ୧ ତଡ଼ଉ ]] ୨ (ଦେଖ) - ୧. Taṟḍ̠au ୨ (See)

ଶ୍ରୀ ପୟରେ ତଡ଼ାଉ, ନୂପୁର, ମୁଦ୍ରିକା ମଣ୍ଡିତ ଅଙ୍ଗୁଜିର— ବିଶ୍ୱନାଥ. ବିଚିତ୍ରରାମାୟଣ

୨. ପୋଷାକ —୨. Dress.

ମଣିମୟ ତଡ଼ାଉ ଶ୍ରୀଅଙ୍ଗେ ଲାଗି କରି, ଭାଲପଟେ ସିନ୍ଦୁର ତିଲକ ଦେଲେ ନାରୀ ବିଶ୍ୱନାଥ. ବିଚିତ୍ରରାମାୟଣ