ତଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଡ଼ ଧାତୁ=ଆଘାତ, ପ୍ରହର କରିବା) ସମ୍ପାଦନା

୧. ତୀର —୧. Shore; strand.
୨. ମୋଟା ଠେଙ୍ଗା; ଧଡ଼ା; ଲଗୁଡ଼ — ୨. Cudgel.
୩. ବିତାଡ଼ନା; ତଡ଼ିବା — ୩. Driving away; expulsion; ejectment.
୪. ଗଛଆଦିକୁ ଭୁମିରୁ ତାଡ଼ିବା କର୍ମ; ବୃକ୍ଷାଦିର ସମୂଳୋତ୍ପାଟନ — ୪. Uprooting; eradication.


ଅନୁବାଦ ସମ୍ପାଦନା

୫. ଠେଁସିବା —୫. Pushing.
୬. ଯେଉଁ ଲମ୍ୱ ଯଷ୍ଟିଦ୍ୱାରା ଠେକ ସାହାତ୍ଯ୍ୟରେ ଅନ୍ୟ ଭାରି ବସ୍ତୁକୁ ଟେକିବାକୁ ବା ଘୃଞ୍ଚାଇବାକୁ ହୁଏ — ୬. A leverbar.

ବିଶେଷଣ - ସମ୍ପାଦନା

୧. ଠେଁସା; ଅବାଧ୍ୟ —୧. Insubordinate.
୨. ବିତାଡ଼ିତ —୨. Driven away.