ତଡ଼ବେଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତଡ଼ବେଗି, ତଡ଼ବେଗେ—ଅନ୍ୟରୂପ)

ଦେଶଜ - କ୍ରି. ବିଣ—(ସଂସ୍କୃତ - ହରା+ ବେଗ) ସମ୍ପାଦନା

ତଡ଼ବଡ଼ି (ଦେଖ) - Taṟḍ̠abaṟḍ̠i (See)

ତାଡ଼ ତଡ଼ବେଗେ ପୁଣି ଖଞ୍ଜିଲେ ଅଭିମନ୍ୟୁ. ବିଗ୍ଧଚିନ୍ତାମଣି