ତଡ଼ପ ଲାଗି

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ୍ପ+ଲଗ୍ନ)

ସମ୍ପାଦନା

ଦେବତା ଓ ରାଜାଙ୍କ ବସ୍ତ୍ର ପରିଧାନ ବିଧି —The ceremony of Rājās and Deities putting on cloth.

ଦେଶଜ - ବିଶେଷଣ -

ସମ୍ପାଦନା

ତଡ଼ପ ବା ବସ୍ତ୍ର ପିନ୍ଧିଥିବା — Wearing cloth.