ତଡ଼ତି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଝଟତି; ହରିତ)

ସମ୍ପାଦନା

ଅତିଶ୍ରୀଘ୍ର; ସତ୍ୱର — At once; very soon.

ଏ କଥା ଆଜି ଜନ୍ତୁପତି ପାଞ୍ଜିରେ ଲେଖିବେ—ଭୁପତି, ପ୍ରେମପଞ୍ଚାମୃତ