ତଡ଼ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଝଟତି; ହରିତ) ସମ୍ପାଦନା

ଅତିଶ୍ରୀଘ୍ର; ସତ୍ୱର — At once; very soon.

ଏ କଥା ଆଜି ଜନ୍ତୁପତି ପାଞ୍ଜିରେ ଲେଖିବେ—ଭୁପତି, ପ୍ରେମପଞ୍ଚାମୃତ