ତଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଟ; ପ୍ରା. ତଡ଼) ସମ୍ପାଦନା

୧. ନଦ୍ୟାଦିର ତୀର; କିନାରା; ପ୍ରାନ୍ତ —୧. Shore; strand.

(ଯଥା—ଶିରାଜଗଞ୍ଜ ନିକଟରେ ଥିବା ସରକାରୀ ଅଫିସ ତଡ଼କୁ


ଅନୁବାଦ ସମ୍ପାଦନା

ବୋଲି ଯମୁନା ଖାଇ ଆସିଲାଣି ଦୈ. ଆଶା ୨୧ ୮ ୨୮: ]

୨. କୂଥ, ନଈ ବା ଖଣି ଗାତର ଅତଡ଼ା ବା ସିଧା କାନ୍ଥ — ୨. steep wall of a well or a deep hole.

(ଯଥା—ବାଳକଟି ଗଭୀର ଖଣିର ସିଧା ତଡ଼ ଧରି ଧରି ଗୋଟିଏ ପେନ୍ସିଲ୍ରେ ଭରା ଦେଇ ଦେଇ ୨ ଘଣ୍ଟା ପରେ ଖଣି ଭିତରୁ ପଦାକୁ ଆସିଲା ଦୈ. ଆଶା. ୨୩୮ ୨୮: )