ତଡ଼
ତଡ଼
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାତଡ଼
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଟ; ପ୍ରା. ତଡ଼)
ସମ୍ପାଦନା- ୧. ନଦ୍ୟାଦିର ତୀର; କିନାରା; ପ୍ରାନ୍ତ —୧. Shore; strand.
(ଯଥା—ଶିରାଜଗଞ୍ଜ ନିକଟରେ ଥିବା ସରକାରୀ ଅଫିସ ତଡ଼କୁ
ଅନୁବାଦ
ସମ୍ପାଦନାବୋଲି ଯମୁନା ଖାଇ ଆସିଲାଣି ଦୈ. ଆଶା ୨୧ ୮ ୨୮: ]
- ୨. କୂଥ, ନଈ ବା ଖଣି ଗାତର ଅତଡ଼ା ବା ସିଧା କାନ୍ଥ — ୨. steep wall of a well or a deep hole.
(ଯଥା—ବାଳକଟି ଗଭୀର ଖଣିର ସିଧା ତଡ଼ ଧରି ଧରି ଗୋଟିଏ ପେନ୍ସିଲ୍ରେ ଭରା ଦେଇ ଦେଇ ୨ ଘଣ୍ଟା ପରେ ଖଣି ଭିତରୁ ପଦାକୁ ଆସିଲା ଦୈ. ଆଶା. ୨୩୮ ୨୮: )