ତଟାଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତଟ=ତୀର+ଅଗ୍ ଧାତୁ, ଗମନ କରିବା+କର୍ତ୍ତୃ. ଅ) ସମ୍ପାଦନା

ତଗାଡ଼; ବୃହତ୍ ପୁଷ୍କରିଣୀ — Tank; large pond.