ତଟାକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ତଟାତ୍—ଅନ୍ୟରୂପ)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ହଠାତ୍) ସମ୍ପାଦନା

୧. ହଠାତ୍; ଭୁସ୍ କିନି; ତଡ଼ାକ୍କିନି; ଚଟାକ୍କରି — ୧. Immediately; at once.

(ଯଥା—ସେ ଗାଧୋଇବାକୁ ନଈପାଣିକୁ ଗଡ଼ିବା ମାତ୍ରେ କୁମ୍ଭୀର ତାକୁ ତଟାକ୍ ଧରି ପକାଇଲା)


୨. ସତ୍ୱର; ଚଞ୍ଚଳ — ୨. Hastily; in hot haste.