ତଟାକ୍

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

(ତଟାତ୍—ଅନ୍ୟରୂପ)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ହଠାତ୍)

ସମ୍ପାଦନା
୧. ହଠାତ୍; ଭୁସ୍ କିନି; ତଡ଼ାକ୍କିନି; ଚଟାକ୍କରି — ୧. Immediately; at once.

(ଯଥା—ସେ ଗାଧୋଇବାକୁ ନଈପାଣିକୁ ଗଡ଼ିବା ମାତ୍ରେ କୁମ୍ଭୀର ତାକୁ ତଟାକ୍ ଧରି ପକାଇଲା)


୨. ସତ୍ୱର; ଚଞ୍ଚଳ — ୨. Hastily; in hot haste.