ତଟ
ତଟ
ଉଚ୍ଚାରଣ
ସମ୍ପାଦନା(ତଟା, ତଟୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ତଟ୍ ଧାତୁ=ଉନ୍ନତ ହେବା+କର୍ତ୍ତୃ. ଅ)
ସମ୍ପାଦନା- ୧. ନଦୀ ଆଦିର କୂଳ; ତୀର — ୧. Shore; bank; strand.
- ୨. ଢାଲୁ; ଗଡ଼ନ୍ତି —୨. Declivity; slope.
- ୩. ପର୍ବତ ଉପରିସ୍ଥ ଉଚ୍ଚ ସମତଳ ଭୂମି —୩. Plateau.
- ୪. ଅତଡ଼ା —୪. Precipice, steep edges.
- ୫. ନୈକଟ୍ୟ; ପାଖ —୫. Closeness; proximity.
ତହୁଁ କି ବିଷମଭାବ ତର୍କିଲା ମୋ ଚାଟୁଶ୍ରବ ତଟକୁ ଘଟନ୍ତେ ଅବ ଧାନ ବିନା ହସିଲା—କବିସୂର୍ଯ୍ୟ. କିଶୋରୀଚମ୍ପୁ ତ ଗୀତ
- ୬. ଆକାଶ —୬. The sky (Apte)
- ୭. ଦିଗ୍ୱଳୟ —୭. Horizon.