ତଞ୍ଚକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ତଞ୍ଚ୍ ଧାତୁ=ଗମନ, ସଙ୍କୋଚନ+କର୍ତ୍ତୃ. ଅକ) ସମ୍ପାଦନା

ପ୍ରବଞ୍ଚକ ବା ପ୍ରତାରକ ବ୍ୟକ୍ତି —A cheat; a fraudulent person; an imposter.

ବିଶେଷଣ - ସମ୍ପାଦନା

ପ୍ରତାରଣାକାରୀ —Fraudulent.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା) ସମ୍ପାଦନା

ପ୍ରତାରଣା —Fraud; decention.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (କଚିରିଆ ଭାଷା) ସମ୍ପାଦନା

ପ୍ରତାରଣାପୂର୍ଣ୍ଣ —Fraudulent.