ତଞ୍ଚକ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ତଞ୍ଚ୍ ଧାତୁ=ଗମନ, ସଙ୍କୋଚନ+କର୍ତ୍ତୃ. ଅକ)

ସମ୍ପାଦନା

ପ୍ରବଞ୍ଚକ ବା ପ୍ରତାରକ ବ୍ୟକ୍ତି —A cheat; a fraudulent person; an imposter.

ବିଶେଷଣ -

ସମ୍ପାଦନା

ପ୍ରତାରଣାକାରୀ —Fraudulent.

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା)

ସମ୍ପାଦନା

ପ୍ରତାରଣା —Fraud; decention.

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (କଚିରିଆ ଭାଷା)

ସମ୍ପାଦନା

ପ୍ରତାରଣାପୂର୍ଣ୍ଣ —Fraudulent.