ତଜ୍ଜାତୀୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତଜ୍ଜାତୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ତତ୍+ଜାତି+ଈୟ) ସମ୍ପାଦନା

୧. ସେହି ଜାତି ବା ଶ୍ରେଣୀର ଅନ୍ତର୍ଗତ —୧. Belonging to that species or class; of that class.
୨. ସେହି ପ୍ରକାର, ତତ୍ତୁଲ୍ୟ —୨. Similar to that.