ତଜ୍ଜନ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

=== ସଂସ୍କୃତ - ବିଶେଷଣ - (ତତ୍+ଜନ୍ ଧାତୁ+କର୍ତ୍ତୃ. ଯ)

ତହିଁରୁ ଜାୟମାନ; ତହିଁରୁ ଉତ୍ପାଦ୍ୟ —Originating from that.

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ତାହାଙ୍କ ନିମନ୍ତେ —୧ For him or her.
୨. ତହିଁ ନିମିତ୍ତ —୨. For it; therefor.
୩. ସେହି କାରଣରୁ —୩. For that reason; owing to that.