ତଜ୍ଜନ୍ୟ
ତଜ୍ଜନ୍ୟ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା=== ସଂସ୍କୃତ - ବିଶେଷଣ - (ତତ୍+ଜନ୍ ଧାତୁ+କର୍ତ୍ତୃ. ଯ)
ତହିଁରୁ ଜାୟମାନ; ତହିଁରୁ ଉତ୍ପାଦ୍ୟ —Originating from that.
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନା- ୧. ତାହାଙ୍କ ନିମନ୍ତେ —୧ For him or her.
- ୨. ତହିଁ ନିମିତ୍ତ —୨. For it; therefor.
- ୩. ସେହି କାରଣରୁ —୩. For that reason; owing to that.