ତଜ୍ଜନିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - (ତତ୍+ଜନିତ, ୩ୟା ତତ୍; ୫ମୀ ତତ୍) ସମ୍ପାଦନା

ସେହି କାରଣରୁ ଜାତ; ତହିଁରୁ ଜାତ — Resulting therefrom; consequent thereto.

ଦେଶଜ - କ୍ରି. ବିଶେଷଣ - ସମ୍ପାଦନା

ସେହି କାରଣରୁ —Therefore; consequently.