ତଚ୍ଛରୂପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ତତ୍ସ୍ୱରୂପ) ସମ୍ପାଦନା

ହୁବେହୁବ୍; ଅବିକଳ — ୧. Exact; perfect.

(ଯଥା—ଫଟଗ୍ରାଫ ଯନ୍ତ୍ର ମନୂଷ୍ୟର ତଚ୍ଛରୂପ ଚିତ୍ର ଆଙ୍କିନିଏ)

୨. ଠିକ୍ ତାହାପରି —୨. Exactly similar to that.

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

ନିଜର ବିକଟ ରୂପ — One's own furious image or form.

(ଯଥା—ତୁ ତ କେବେ ତା ତଚ୍ଛରୂପ ଦେଖି ନାହୁଁ, ଦେଖିଲେ ହଗି ମତି ପକେଇବୁ)