ତଙ୍ଗ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ଡଂଗ; ତୁଳ. ସଂସ୍କୃତ - ଡଙ୍କ—ଭୟ; ଦୁଃଖ ଓ ସଂସ୍କୃତ - ଢଙ୍ଗ୍ ଧାତୁ) ସମ୍ପାଦନା

୧. ଦୃଢ଼ — ୧. Fast.
୨. ବିକଳ; କିଷ୍ଟ; ଦୁଃଖଜ; ସନ୍ତପ — ୨. Grieved; afflicted.
୩. ଚୁସ୍ତ; କସା କସ୍ —୩. Tight; fitting tightly.
୪. ସଂକୀର୍ଣ୍ଣ —୪. Narrow.
୫. ସଙ୍କୁଚିତ —୫ Contracted.
୬. ଅଭାବଗ୍ରସ୍ତ —୬. In want;needy
୭. ଅସ୍ଥିର; ବେଚୈନ୍ —୭. Restless

=== ବୈଦେଶିକ - ବିଶେଷ୍ୟ - (ଫା)

ଜିନ୍କୁ ଘୋଡ଼ାର ପିଠିରେ ଦୃଢ଼ କରି ସଂଲଗ୍ନ କରିବା ପାଇଁ ଘୋଡ଼ାର ଛାତି ବାଟେ ବୁଲାଇ ନିଆଯାଇ କସାଯିବା ପଟି; ପେଟୀ —A tape passing around the breast of a horse to keep the saddle tight on its back.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଢଙ୍ଗ; ଛଇ — ୧. Affectation; air; foppery.

୨. ଚାଲାଖୀ; ଚତୁରୀ —୨. Shrewdness; cunning.