ତଙ୍ଗିତୁଫାନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା ଡଙ୍ଗୀ=ବିପନ୍ନ ଅବସ୍ଥା+ ତୁଫାନ୍=ବୃଥା ଦୋଷାରୋପଣା) ସମ୍ପାଦନା

୧. ବାବଦୂକତା; ମୁହଁବାଲିଙ୍ଗି — ୧. Bragging; boasting.


୨. ବୃଥା ଅପବାଦ; କଳଙ୍କାରୋପଣ —୨. Defamation; scandalisation.