ତଙ୍ଗି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଙ୍ଗ=ଦକ୍ଷ, ସୁନ୍ଦର) ସମ୍ପାଦନା

ଚାଳକୀ; ଚାତୁରୀ — Shrewdness; cunning.

=== ବୈଦେଶିକ - ବିଶେଷ୍ୟ - (ଫା)

୧. ଦୁଃଖ — ୧. Misery.
୨. ସଂକୀର୍ଣ୍ଣତା — Narrowness.
୩. ବିପନ୍ନ ଅବସ୍ଥା —୩. Distressed or afflicted condition.
୪. ନିର୍ଦ୍ଧନତା —Poverty.

ପ୍ରାଦେଶିକ - (ଯାଜପୁର)—ବି ସମ୍ପାଦନା

ତମ୍ୱୀ (ଦେଖ) - Tambī (See)