ତଙ୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଢଙ୍କ ଧାତୁ+ଭାବ. ଅ) ସମ୍ପାଦନା

୧. ପଥରକଟା ଶସ୍ତ୍ର ବିଶେଷ; ପୁଆରୀ —୧. An instrument for cutting stone.
୨. ଆତଙ୍କ; ଡ଼ର; ଭୟ —୨. Fear; apprehension.
୩. ପ୍ରିୟବିୟୋଗ ଦୁଃଖ (ହିନ୍ଦୀ - ଶବ୍ଦସାଗର) — ୩. Grief due to separation from one's dear person.
୪. ପିନ୍ଧିବାର ଲୁଗା— (ହିନ୍ଦୀ - ଶବ୍ଦସାଗର) — ୪. Wearing cloth.
୫. ଦୁଃଖରେ ଜୀବନଧାରଣ — ୫. Miserable existence (Apte).