ତଗେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ - (ତୁର୍କୀ—ତଗାର)

ପତୁଲି; ଛେନା ଦହି ଆଦି ରଖିବା ପାଇଁ ବ୍ୟବହୃତ ଚଉଡ଼ାମୁହାଁ ଛୋଟ ମାଟି ହାଣ୍ଡି — A small wide mouthed earthen pot.