ତଗାବୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ ତକାବୀ) ସମ୍ପାଦନା

କୃଷିଯନ୍ତ୍ର ଓ ବୀଜାଦି କ୍ରୟ କରିବା ନିମିତ୍ତ ଦୁର୍ଭିକ୍ଷ ବା ଫସଲ ହାନି ସମୟରେ ରାଜା ବା ସରକାରଙ୍କଦ୍ୱାରା କୃଷକଙ୍କୁଦିଆଯିବା ଋଣ ବା ଦାଦକ —Tuccavi loan; agricultural loan advanced to neddy cultivators by the Govrnment.

[ଦ୍ରଷ୍ଟବ୍ୟ —ଏ ଆରବୀ ଶବ୍ଦ ତକାବୀ ଇଂରାଜୀ ଭାଷାରେ ଚଳିଲାଣି]