ତଗର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ତ=କ୍ରୋଡ଼+ଗୃ ଧାତୁ=ଗ୍ରାସ କରିବା+ କର୍ତ୍ତୃ. ଅ)—ଟଗର (ଦେଖ) - Ṭagara (See)

(ସଂସ୍କୃତ - ନାମ—ତଗର, ବକ୍ର, କୁଟିଳ, ଶଠ, ମହୋରଗ, ନତ, ଦୀପନ, ବିନମ୍ର, କୁଂଚିତ, ଘଂଟ, ନହୁଷ, ପାର୍ଥିବ, ରାଜହର୍ଷଣ, କ୍ଷତ୍ର, ଦୀନ, କାଳାନୁଶାରିବା, କାଳାନୁସାରକ) ===

୨. ତଗର ବୃକ୍ଷର ଚେର — ୨. The root of the Tagara plant.

[ଦ୍ରଷ୍ଟବ୍ୟ —ଏହା ସୁଗନ୍ଧଦ୍ରବ୍ୟରେ ଗଣତି ହୁଏ ଏହାକୁ ଚୋବାଇଲେ ଦାନ୍ତର ଦରଜ ଭଲ ହୁଏ—ହିନ୍ଦୀ - ଶବ୍ଦସାଗର]

୩. ମଦନ ବୃକ୍ଷ ଓ ଫଳ; ମଏଣ (ଦେଖ) - — ୩. maeṇa (See)