ତଖତ୍ ତାଉସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତଖତ୍ ତାଉସୀ—ଅନ୍ୟରୁପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତଖ୍ତ୍+ଆରବୀ - ତାଉସ୍) ସମ୍ପାଦନା

ମୋଗଲ ସମ୍ରାଟ ସାହାଜାହାନଙ୍କ ନିର୍ମିତ ମୟୂର— ସିଂହାସନ —Peacock-throne raised by the Moghal emperor Sahajahan.

[ଦ୍ରଷ୍ଟବ୍ୟ — ଏଥି ଉପରେ ମଣିଉତ୍ନର ପୁଚ୍ଛାଳଙ୍କୃତ ମୟୂରର ମୂର୍ତ୍ତି— ଥିଲା ଏହାର ନିର୍ମାଣରେ ୬କୋଟି ଟଙ୍କା ଖରଚ ହୋଇଥିଲା ଖ୍ରୀ ୧୭୩୬: ସାଲରେ ନାଦୀର୍ସାହା ଏହାକୁ ଲୁଣ୍ଠନ କରି ନେଇ ଗଲେ]