ତକ୍ଷା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତକ୍ଷ୍ ଧାତୁ+କର୍ତ୍ତୃ.କନିନ୍, ତକ୍ଷନ୍ ଶବ୍ଦ,୧ମା.୧ବ) ସମ୍ପାଦନା

୧. ବିଶ୍ୱକର୍ମା —୧. Biṡwakarmā the mythical divine architect.
୨. ବଢ଼େଇ —୨. Carpenter.
୩. ଚିତ୍ରାନକ୍ଷତ୍ର — ୩. The ୧୪th Lunar mansion.