ତକ୍ଷଣ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତକ୍ଷ ଧାତୁ=କାଠ ତାଞ୍ଛିବା+ଭାବ. ଅନ)

ସମ୍ପାଦନା
୧. ବଢ଼େଇ କାମ —୧. Carpentry.
୨. ଅସ୍ତ୍ରଦ୍ୱାରା କାଠ ଚାଞ୍ଛିବା; ରନ୍ଦା ମାରିବା — ୨. Planing of wood; scraping of wood work.
୩. ରନ୍ଦା; ରଞ୍ଜା —୩. Carpenter's plane
୪. ବଢ଼େଇ (ହିନ୍ଦୀ - ଶବ୍ଦସାଗର) —୪. Carpenter.


୫. ପଥର କାଠ ଆଦି ଖୋଳି ମୂର୍ତ୍ତି ଆଦି ଗଢ଼ିବା କର୍ମ(ହିନ୍ଦୀ - ଶବ୍ଦସାଗର) —୫. Carving of wood & stone.

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ତତ୍କ୍ଷଣ)

ସମ୍ପାଦନା

ଅତି ଚଞ୍ଚଳ; ତତ୍କ୍ଷଣାତ୍; ଶୀଘ୍ର — At once; very soon; immediately.

ହୃଦୟେ ବସଇ ତକ୍ଷଣ, ଅନାଦି ପ୍ରଭୁ ନାରାୟଣ ଜଗନ୍ନାଥ. ଭାଗବତ