ତକ୍ଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. (ନାମ) ରାଜାଭରତଙ୍କ ପୁତ୍ର — ୧. The son of king Bharat, king of Gāndhāra (morden kabul); his captial was at Taxillā (morden Rawalpiṇḍi).

ତକ୍ଷ ପୁଷ୍କଳ ବେନି ଭାଳ ଭାରତ ପତ୍ନୀ ଗର୍ଭେ ହୋଇ ଜଗନ୍ନାଥ. ଭାଗବତ

[ଦ୍ରଷ୍ଟବ୍ୟ —ଏ ଗନ୍ଧାରର ରାଜା ଥିଲେ ଏବଂ ଏହାଙ୍କ ରାଜଧାନୀ ତକ୍ଷଶିଳା (ଆଧ୍ୱନିକ ରାଓଲପିଣ୍ଡି) ଥିଲା]

୨. କାଠ ଚାଞ୍ଛିବା —୨. Act of scraping wood.